ହେଡଲାଇନସ୍:

ବାଏଫ ସଂସ୍ଥା ସିସିଡିପି ଉତ୍ଥାନ ପ୍ରକଳ୍ପର ସ୍ୱାସ୍ଥ୍ୟ ଶିବିର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ଆଜି ଯୁଯୁମୁରା ବ୍ଲକର ବିରସିଙ୍ଗଗଡ ଠାରେ ବାଏଫ ସିସିଡିପି ଉତ୍ଥାନ ପ୍ରକଳ୍ପ ଓ ଏମସିଏଲ୍ ସହାୟତାରେ ଏକ ପ୍ରକଳ୍ପନା  ଶିବିର ଅନୁଷ୍ଟିତ ହୋଇଥିଲା। ଶିବିରରେ ଅଞ୍ଚଳର ୬୮ ଜଣ ରୋଗୀଙ୍କ ରକ୍ତଚାପ,ମଧୁମେହ ପରୀକ୍ଷା ସହିତ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଡାକ୍ତର ରାଜାରାମ ଷଡଙ୍ଗୀ ରୋଗୀଙ୍କ ଚିକିତ୍ସା କରିଥିବା ବେଳେ ସଂସ୍ଥାର ପ୍ରୋଜେକ୍ଟ ଅଫିସର ପବନ କୁମାର ବଟକ ଓ ଯୁଗ୍ମ ପ୍ରୋଜେକ୍ଟ ଅଫିସର ସ୍ମିତାରାଣୀ ପଟ୍ଟନାୟକ ଏହାକୁ ପରିଚାଳନା କରିଥିଲେ ।

0
0
0
s2sdefault