ହେଡଲାଇନସ୍:

ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋଭିଡ ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆଦିଲ୍ଲୀ (ଶାସକ ପ୍ରଶାସକ ): ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯଦିଓ ତାଙ୍କର କୌଣସି ଲକ୍ଷଣ ନାହିଁ,ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଆଇସୋଲେସନରେ ଅଛନ୍ତି  ଅଛନ୍ତି | ଏହା ଶ୍ରୀ ଦାସ ନିଜେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।

ଟ୍ୱିଟରେ ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି  ”ମୁଁ COVID-19 ପଜିଟିଭ୍ ଚିହ୍ନଟ ହୋଇଛି । କୌଣସି ଲକ୍ଷଣ ନାହିଁ |  ବହୁତ ଭଲ ଅନୁଭବ କରୁଛି | ଯେଉଁମାନେ ନିକଟ ଅତୀତରେ ଯୋଗାଯୋଗ କରିଥିଲେ ସେମାନେ ସତର୍କତାମୂଳକ ପଦକ୍ଷେପ ନେବେ  | ଆଇସୋଲେସନରେ ରହି ବି  କାର୍ଯ୍ୟ ଜାରି ରଖିବୁ | ଆରବିଆଇରେ କାମ ସାଧାରଣ ଭାବେ ଚାଲିବ | ”

0
0
0
s2sdefault