ହେଡଲାଇନସ୍:

ଡା. ବନମାଳୀ ସାହୁଙ୍କ ପରଲୋକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

17-05-18-dr2.jpg - 153.91 kB

ବରଗଡ଼/ନୀଳ ଦୀପ  - ବରଗଡ଼ର ସ୍ବନାମଧନ୍ୟ ଡା. ବନମାଳୀ ସାହୁଙ୍କ ବୁଧବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବମ୍ବେ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କ ପରଲୋକ ହୋଇଛି । ଡା. ସାହୁଙ୍କ ପରଲୋକ ଖବର ମିଳିବା ପରେ ବରଗଡ଼ରେ ଗଭୀର ଶୋକପ୍ରକାଶ ପାଇଛି ।

 

0
0
0
s2sdefault