ସାଂସଦ ପାଣ୍ଠି କୁ ପୂର୍ବବସ୍ଥାକୁ ଆଣିବାକୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଦାବୀ l 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): କରୋନା ଜନିତ ଖର୍ଚ୍ଚ କୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ସାଂସଦ ପାଣ୍ଠିକୁ ଆଗାମୀ ୨ ବର୍ଷ ପାଇଁ ସ୍ଥଗିତ ରଖିଛନ୍ତି l ତେବେ ଏହି ସାଂସଦ ପାଣ୍ଠି କୁ ପୂର୍ବବସ୍ଥାକୁ ଆଣିବାକୁ ବିଜୁ ଜନତା ଦଳ ର ରାଜ୍ୟସଭାରେ ଦଳୀୟ ନେତା  ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦାବୀ କରିଛନ୍ତି  l ସାଂସଦ ମାନଙ୍କ ଦରମା, ଭତ୍ତା, ଏବଂ ପେନସନ (ସଂଶୋଧନ) ବିଲ ୨୦୨୦ ଉପରେ ଶୁକ୍ରବାର ରାଜ୍ୟସଭା ରେ ଆଲୋଚନା ହୋଇଥିଲା l ଏହି ଆଲୋଚନା ରେ ଭାଗ ନେଇ ସାଂସଦ ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ, ସାଂସଦ ମାନଙ୍କ ଦରମା କାଟ୍ ନିଷ୍ପତି ସ୍ୱାଗତଯୋଗ୍ୟ ମାତ୍ର, ସାଂସଦ ପାଣ୍ଠି ବନ୍ଦ ନିଷ୍ପତି ଠିକ୍ ନୁହେଁ l

0
0
0
s2sdefault