ହେଡଲାଇନସ୍:

ଲଗାମଛଡା ଆକ୍ରାନ୍ତଙ୍କ ସଂଖ୍ୟା : ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୫୧ ଲକ୍ଷ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଜି ୧,୧୩୨  ମୃତ୍ୟୁ ସହ କରୋନା ମରଣ ପହଁଚିଲା ୮୩,୧୯୮ରେ 

ନୂଆଦିଲ୍ଲୀ/ଭୁବନେଶ୍ୱର  (ଶାସକ ପ୍ରଶାସକ) :  ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୯୭,୮୯୪ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୧୩୨ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୫୧,୧୮,୨୫୪  ହୋଇଥିବା ବେଳେ ଏ ଯାବତ ଦେଶରେ ୪୦,୨୫,୦୮୦  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯,୯୭୬  ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୩,୧୯୮ ରେ ପହଂଚିଛି | ଏଯାବତ ଦେଶରେ ମୋଟ ୬,୦୫,୬୫,୭୨୮  କୋଭିଡ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ନମୁନା ଯାଞ୍ଚ ହୋଇଛି ୧୧,୩୬,୬୧୩ ଟି |

0
0
0
s2sdefault