ହେଡଲାଇନସ୍:

ଯୁବ ଆଇନଜୀବିଙ୍କ ଅକାଳ ବିୟୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ବରିଷ୍ଠ ଆଇନଜୀବି ଶ୍ରୀ ସୁରେଶ ପଟ୍ଟନାୟକଙ୍କ ବଡ ପୁଅ  ନଳନୀକାନ୍ତ ପଟ୍ଟନାୟକ (ସୁବନ) ଗତ ୨୨.୮.୨୦୨୦  ତାରିଖ ସନ୍ଧ୍ୟାରେ ଅକାଳ ବିୟୋଗ ହୋଇଥିଲା । ସେଜଣେ ମେଳାପୀ ତଥା ପରୋପକାରୀ ବନ୍ଧୁ ଥିଲେ।

ଶ୍ରୀ ପଟ୍ଟନାୟକଙ୍କ ସ୍ମୁତି ରେ ପାରଳାଖେମୁଣ୍ଡି ଶ୍ରୀକରଣ ସାହି ସ୍ଥିତ ନିତ୍ୟାନନ୍ଦ ପାଠାଗାର ସାମନାରେ ଏକ ପ୍ରଦୀପ ପ୍ରଜ୍ବଳନ କରାଯିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା ।

0
0
0
s2sdefault