ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁରୁତର ଭାବେ ଅସୁସ୍ଥ ହୋଇ ଗତ କିଛି ଦିନ ଧରି ଚିକିତ୍ସିତ ଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦିଲ୍ଲୀର ଏକ ଡାକ୍ତରଖାନାରେ  ଦେହାନ୍ତ ହୋଇଛି |  ଏ ବିଷୟରେ ତାଙ୍କ ପୁତ୍ର ନିଜେ ଟୁଇଟ କରି ସୂଚନା ଦେଇଛନ୍ତି | 

0
0
0
s2sdefault