ହେଡଲାଇନସ୍:

ଚାନ୍ଦବାଲି ବିଧାୟକଙ୍କୁ କରୋନା, ମିଶିଥିବା ଲୋକ ପରୀକ୍ଷା କରାଇ ନିଅନ୍ତୁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନା ଚିହ୍ନଟ ହୋଇଛନ୍ତି | ସେ ନିଜେ ଏ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି | ବନ୍ୟା ସମୟରେ ଲୋକଙ୍କ ସେବା କରିବାରୁ ବଂଚିତ ହେଉଥିବା ଯୋଗୁ ସେ ଭାରି ମନଦୁଃଖ କରିଛନ୍ତି | ସେ ଭଲ ଅଛନ୍ତି ଆଉ ତାଙ୍କ ସହ ମିଶିଥିବା ଲୋକ ଯତ୍ନବାନ ହେବ ସହ ନିହକୁ ଆଇସୋଲେଟ କରି ରଖନ୍ତୁ | 

ସେ କହିଛନ୍ତି ଯେ "Tested Covid positive. Requesting all those who have got close contact with me to be cautious and isolate themsleves.With the blessings of God I am stable now. Felling Very sad not to be able to serve the flood affected people of chandabali." 

0
0
0
s2sdefault