ହେଡଲାଇନସ୍:

ଆଜି ଚଉତିରିଶି ଲକ୍ଷ ଟପିଲା କରୋନା ଆକ୍ରାଙ୍କଙ୍କ ସଂଖ୍ୟା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଆଜି ବି ଜାରି ସାରା ଦେଶରେ ବିସ୍ଫୋରଣ, ଆଜି ବି ମୃତ୍ୟୁ ହଜାରେ ଉପରେ

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :  ଆଜି ଚଉତିରିଶି ଲକ୍ଷ ଟପିଲା କରୋନା ଆକ୍ରାଙ୍କଙ୍କ ସଂଖ୍ୟା  | ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୭୬,୪୭୨ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୨୧ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୪,୬୩,୯୭୩ ହୋଇଥିବା ବେଳେ ଏ ଯାବତ ଦେଶରେ ୨୬,୪୮,୯୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭,୫୨,୪୨୪ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୨,୫୫୦ ରେ ପହଂଚିଛି | 

0
0
0
s2sdefault