ହେଡଲାଇନସ୍:

ଆଜି ଛତ୍ରଛାଡ ଲମ୍ବା ଡିଆଁ , ସବୁ ଜିଲ୍ଲାରୁ ମିଶେଇକି ୩୬୮୨

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଖୋର୍ଦ୍ଧା ରୁ ୭୭୫ ଜଣ ଚିହ୍ନଟ ହୋଇଥିବା ବେଳେ ରାୟଗଡା ୪୯୫

  • ଆଜି କରୋନାରେ  ଯାଇଛି ୮ ଜଣଙ୍କ ଜୀବନ

ଭୁବନେଶ୍ୱର(ଶାସକ ପ୍ରଶାସକ) :  ଆଜି ବି ରାଜ୍ୟରେ କରୋନା ମାରିଛି ଛତ୍ର ଛାଡ଼ ଲମ୍ବା ଡିଆଁ | ଭାଙ୍ଗିଛି ପୂର୍ବ ରେକର୍ଡ ଆଉ ଟପିଛି ଛତିଶ ଶହ ମାର୍କ |  ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୦  ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି  ୩୬୮୨ ଜଣ କରୋନା ପଜିଟିଭ |  ଆଜି ରାଜ୍ୟରେ  ୩୬୮୨ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୬୬୮  ପହଂଚିଛି  | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୨୪୧  ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୧୪୪୧  ଜଣ | ଫଳରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୮୩୬ ରେ ପହଂଚିଛି |  ଏଯାବତ ସୁସ୍ଥ ହେଲେଣି ୬୫୩୨୩  ଜଣ | ଗତକାଲି ରାଜ୍ୟରେ ସୁସ୍ଥ ହୋଇଥିଲେ ରେକର୍ଡ ପରିମାଣର ୨୫୧୦   ଜଣ |  ଖୋର୍ଦ୍ଧା ରୁ ୭୭୫ ଜଣ ଚିହ୍ନଟ ହୋଇଥିବା ବେଳେ ରାୟଗଡା ୪୯୫, କଟକ ୩୬୯,  ମୟୁରଭଞ୍ଜ ୨୭୨, ଗଂଜାମ ୧୭୪, ବରଗଡ ୧୫୨,  କୋରାପୁଟ ୧୪୦,ସମ୍ବଲପୁର  ୧୨୮, ପୁରୀ ୧୧୫ ଓ  ନୟାଗଡ ୧୦୯ଜଣ ଚିହ୍ନଟ ହୋଇଛନ୍ତି | ଆଉ ଆଜି କରୋନାରେ  ଯାଇଛି ୮ ଜଣଙ୍କ ଜୀବନ | 

New Positives Cases: 3682

In quarantine: 2241

Local contacts: 1441 

New Recoveries: 2510

Cumulative Tested: 1612097

Positive: 94668

Recovered: 65323

Active Cases: 28836

District Wise Cases

1. Angul: 56

2. Balasore: 87

3. Bargarh: 152

4. Bhadrak: 51

5. Balangir: 68

6. Boudh: 14

7. Cuttack: 369

8. Deogarh: 12

9. Dhenkanal: 61

10. Gajapati: 48

11. Ganjam: 174

12. Jagatsinghpur: 44

13. Jajpur: 88

14. Jharsuguda: 43

15. Kalahandi: 41

16. Kandhamal: 36

17. Kendrapada: 44

18. Keonjhar: 59

19. Khurda: 775

20. Koraput: 140

21. Malkangiri: 86

22. Mayurbhanj: 272

23. Nawarangpur: 38

24. Nayagarh: 109

25. Nuapada: 23

26. Puri: 115

27. Rayagada: 495

28. Sambalpur: 128

29. Sonepur: 27

30. Sundargarh: 27

0
0
0
s2sdefault