ହେଡଲାଇନସ୍:

"ମମତାମୟୀ"  ଅଭିନେତ୍ରୀ ଅନିତା ଦାସ ଆଉ ନାହାନ୍ତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

11-05-18-anita.jpg - 67.14 kB

କଟକ : କେତେବେଳ ରୋମାଣ୍ଟିକ ନାୟିକା ନାୟିକା ଭାବରେ ତ ଭଉଣୀ ଅବା ମା  ଭାବେ କେତେବେଳେ ସ୍ନେହ ମମତାର ସମୁଦ୍ରରେ ଦର୍ଶକଙ୍କୁ ବୁଡାଇ ରଖିଥିବା ଓଡ଼ିଆ ସିନେମା ଜଗତର ଅନନ୍ୟ ଅଦ୍ଵିତୀୟ ଅଭିନେତ୍ରୀ ବିଶିଷ୍ଟ ସିନେ ଅଭିନେତ୍ରୀ ଅନିତା ଦାସ ଆଉ ନାହାନ୍ତି | ସମସ୍ତଙ୍କୁ ଶୋକ ସାଗରରେ ଭସାଇଦେଇ  ୫୭ ବର୍ଷ ବୟସରେ ହୃଦଘାତରେ ଇହଧାମ ତ୍ୟାଗ କରିଛନ୍ତି | କଟକ ସେଲ୍‌ଟର ଛକ ବାସଭବନରେ ପରଲୋକ ହୋଇଥିବା ଜଣ ପଡିଛି |  ପ୍ରାୟ ଶହେରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅନିତା ଦାସ | "ଶାସକ ପ୍ରଶାସକ" ପରିବାର ଆଉ ଏହାର ଅଗଣିତ ପାଠକ ପାଠିକାଙ୍କ ପକ୍ଷରୁ ଏହି ମହାନ ଅଭିନେତ୍ରୀଙ୍କୁ ଅଷୁଳ ଶ୍ରଦ୍ଧାଞ୍ଜଳି | 

0
0
0
s2sdefault