ହେଡଲାଇନସ୍:

ନୁଆଁଖାଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁନନେଶ୍ୱର(ଶାସକ ପ୍ରଶାସକ) :ନୁଆଁଖାଇ ଉପଲଲକ୍ଷେ ରାଜ୍ୟବାସୀଙ୍କୁ ସର୍ବୋପରି ପଶ୍ଚିମ ଓଡ଼ିଶାବାସୀଙ୍କୁ  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ମୁଖ୍ୟମନ୍ତ୍ରୀ ସମ୍ବଲପୁରୀ ଭାଷାରେ ଟୁଇଟ କରି ରଖିଛନ୍ତି ଶୁଭେଚ୍ଛା | ସେ ତାଙ୍କ ବାର୍ତ୍ତାରେ କହିଛନ୍ତି " ନୂଆଁ ଧାନ୍ ସାଙ୍ଗେ ନୂଆଁ ଆଶା ନେଇକରି ପାଲନ୍ କରୁନ୍ ଇ ଭାଇଚାରାର୍ ପରବ୍ ନୂଆଁଖାଇ। ସମସ୍ତଙ୍କର୍ ସୁଖ ଆର୍ ସମୃଦ୍ଧି କାମନା କରୁଛେଁ। ସଭିଙ୍କୁ ମୋର୍ ନୂଆଁଖାଇ ଜୁହାର୍। ନୂଆଁଖାଇଜୁହାର" 

0
0
0
s2sdefault