ହେଡଲାଇନସ୍:

ସ୍ବାଧୀନତା ଦିବସରେ ଆଜି ଲଗାମଛଡା କରୋନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ସବୁ ରେକର୍ଡ ଭାଙ୍ଗି ଆଜି ୨୫୦୦ ପାଖାପାଖି ,୮ ଜିଲ୍ଲା ରେ କରୋନା ତିନି ଅଙ୍କରେ 

  • ପ୍ରଥମ ସ୍ଥାନରେ ଖୋରଧା, ୩୦୦ ଉପରେ ଦୁଇ ପଡୋଶୀ ,ଆଜି କରୋନାରେ ୯ ଜଣଙ୍କ ଯାଇଛି ଜୀବନ |

  • ରାଜ୍ୟରେ ରେକର୍ଡ ପରିମାଣର ନମୁନା ଯାଞ୍ଚ, ୨୪ ଘଂଟାରେ ହୋଇଛି ୪୭,୮୮୭ | 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଦେଶରେ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ସେପଟେ କରନା ଭାଙ୍ଗିଛି  ପୂର୍ବର ରେକର୍ଡ |  ପାଖାପାଖି ୨୫୦୦ | ମାନେ ଆଜି ରାଜ୍ୟରେ ଚିହ୍ନଟ ଯୋଇଛନ୍ତି ୨୪୯୬ଜଣ କରୋନା ପଜିଟିଭ | ପ୍ରଥମ ସ୍ଥାନରେ ଖୋରଧାର ଆଜି ହ୍ୟାଟ୍ରିକ | ଆଜି  ତିନିଶହ ପାର ହୋଇଛି ଖୋର୍ଦ୍ଧା ଜିଲ୍ଲାରେ |  ଆଜି ରାଜ୍ୟରେ ୨୪୯୬ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୧୨୬ ପହଂଚିଛି  | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧  ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୯୦୫ ଜଣ | ଫଳରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୩୫  ପହଂଚିଛି |  ଏଯାବତ ସୁସ୍ଥ ହେଲେଣି  ୩୯୨୦୫ ଜଣ | ଗତକାଲି ରାଜ୍ୟରେ ସୁସ୍ଥ ହୋଇଥିଲେ ୧୩୦୫ ଜଣ | ଆଜି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |ଆଜି କରୋନାରେ ୯ ଜଣଙ୍କ ଯାଇଛି ଜୀବନ | ରାଜ୍ୟରେ ରେକର୍ଡ ପରିମାଣର ନମୁନା ଯାଞ୍ଚ ହୋଇଛି |  ୨୪ ଘଂଟାରେ ହୋଇଛି ୪୭,୮୮୭ଟି ନମୁନା  | ଗଞ୍ଜାମରେ ୫୬୫୩, କୋରାପୁଟରେ ୪୧୩୦, କେନ୍ଦ୍ରାପଡାରେ ୨୮୨୬, ସୁନ୍ଦରଗଡରେ ୨୨୧୪ ଓ କେନ୍ଦୁଝରରେ ୨୦୬୦ ଜଣଙ୍କ ନମୁନା ଯାଞ୍ଚ କରାଯାଇଥିବା ଜଣାପଡିଛି |  

ଆଜି ସର୍ବାଧିକ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧାରୁ ୩୭୮  ଓ ଗଞ୍ଜାମରୁ ୩୨୭  ଜଣ  | ବାଲେଶ୍ୱରରୁ  ୧୬୫, ସୁନ୍ଦରଗଡ ୧୫୬,  ରାୟଗଡା ୧୪୬, କଟକରୁ ୧୨୮ , ବୌଦ୍ଧରୁ ୧୧୫, କୋରାପୁଟ ୧୩୩, କନ୍ଧମାଳରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି | 

Covid-19 Report For 14th August 

New Positives Cases: 2496

In quarantine: 1591

Local contacts: 905

New Recoveries: 1305

Cumulative Tested: 855713

Positive: 57126

Recovered: 39205

Active Cases: 17535

District Wise Cases

1. Angul: 12

2. Balasore: 165

3. Bargarh: 36

4. Bhadrak: 102

5. Balangir: 92

6. Boudh: 115

7. Cuttack: 128

8. Dhenkanal: 69

9. Gajapati: 68

10. Ganjam: 327

11. Jagatsinghpur: 14

12. Jajpur: 11

13. Jharsuguda: 19

14. Kalahandi: 42

15. Kandhamal: 98

16. Kendrapada: 13

17. Keonjhar: 51

18. Khurda: 378

19. Koraput: 133

20. Malkangiri: 73

21. Mayurbhanj: 23

22. Nawarangpur: 11

23. Nayagarh: 4

24. Nuapada: 16

25. Puri: 93

26. Rayagada: 146

27. Sambalpur: 81

28. Sonepur: 20

29. Sundargarh: 156

 

0
0
0
s2sdefault