ହେଡଲାଇନସ୍:

କୋବିଡ଼ ଯୋଦ୍ଧା ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- କୋବିଡ଼ ଯୋଦ୍ଧା ସାମ୍ବାଦିକ ମାନଙ୍କୁ ଆଜି ପାଇକମାଲ ଆଂଚଳରେ ଦୀର୍ଘ ବର୍ଷରୁ ଲୋକଙ୍କର ସେବା କରି ଆସୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାସ ତରଫରୁ ସମ୍ମର୍ଧନା ଜ୍ଞାପନ କରାଯାଇଥିଲା । ପାଇକମାଲ ତହସିଲ ଅଫିସ ରେ ଏକ ନିରାଡ଼ମ୍ବର ଉତ୍ସଵ ରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ଅତିରିକ୍ତ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣା ସାମ୍ବାଦିକ ଶ୍ରୀ ବଡ ସଥପଥୀ , ଶ୍ରୀ ସୁରଥ ସାହୁ , ଶ୍ରୀ ଗୌରାଙ୍ଗ ଚରଣ ଦାସ ଓ ସୋହେଲାର ବରିଷ୍ଠ ସାମ୍ବାଦିକ ଶ୍ରୀ ସତ୍ୟ ପ୍ରଧାନ ଙ୍କୁ ସମ୍ମାନିତ କରାଯାଇଥିଲା । ସ୍ବେଚ୍ଛାସେବୀ ଅନୁଷ୍ଠାନ ମାସର ଶ୍ରୀ ଆଦିକନ୍ଦ ବିଶ୍ୱାଳ ଙ୍କର ପ୍ରତକ୍ଷ ତତ୍ୱବଧାନରେ ତହସିଲଦାର ଶ୍ରୀ ମେହେର ଓ ଅତିରିକ୍ତ ତହସିଲଦାର ଶ୍ରୀ ରଣା , ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ସ୍ମୃତି ଚିନ୍ହ ଦେଇ ସମ୍ମାନିତ କରିଥିଲେ ।

0
0
0
s2sdefault