ହେଡଲାଇନସ୍:

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ମୁକ୍ତ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ଆଜି କରୋନା ଟେଷ୍ଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେଗେଟିଭ ଆସିଛି | ଅର୍ଥର ସେ କାରଣ ରୋଗରୁ ମୁକ୍ତ ହୋଇଛନ୍ତି | ସେ ସୁସ୍ଥ ହୋଇଥିଲେ ବି କିଛିଦିନ ଘରେ ଅଲଗା ରହିବେ ବୋଲି ଟୁଇଟ କରି ଜଣାଇଛନ୍ତି |  

ସେ ତାଙ୍କ ଟୁଇଟ୍ରେ କହିଛନ୍ତି ଯେ "ଆଜି ମୋର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଛି | ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଏବଂ ଏହି ସମୟରେ ଯେଉଁମାନେ ମୋତେ ଏବଂ ମୋ ପରିବାରକୁ ଆଶୀର୍ବାଦ ଦେଇଛନ୍ତି।  ମୁଁ ସମସ୍ତଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି |  ଡାକ୍ତରଙ୍କ ପରାମର୍ଶରେ ଆଉ କିଛି ଦିନ ଘରେ ଅଲଗା ରହିବି | ମୁଁ ମଧ୍ୟ ମେଦାନ୍ତ  ହସ୍ପିଟାଲର ସମସ୍ତ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ଧନ୍ୟବାଦ ଦେଉଛି | ଯେଉଁମାନେ ମୋତେ କରୋନା ସଂକ୍ରମଣରେ ମୁକାବିଲା କରିବାରେ ସାହାଯ୍ୟ କରିଛନ୍ତି ଏବଂ ଯେଉଁମାନେ ମୋତେ ଚିକିତ୍ସା କରୁଛନ୍ତି।"

 

0
0
0
s2sdefault