ହେଡଲାଇନସ୍:

ପ୍ରଥମ ସ୍ଥାନରେ ଖୋରଧାର ଆଜି ହ୍ୟାଟ୍ରିକ, ତିନିଶହ ପାର : ଆଜି ୧୯୭୭/୧୦

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରଥମ ସ୍ଥାନରେ ଖୋରଧାର ଆଜି ହ୍ୟାଟ୍ରିକ | ଆଜି  ତିନିଶହ ପାର ହୋଇଛି ଖୋର୍ଦ୍ଧା ଜିଲ୍ଲାରେ |  ଆଜି ରାଜ୍ୟରେ୧୯୭୭ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୬୩୦ ପହଂଚିଛି  | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪୧  ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାହାରୁ ଚିହ୍ନଟ ହୋଇଛନ୍ତି ୭୩୬ ଜଣ | ଫଳରେ ରାଜ୍ୟରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୩୫୩  ପହଂଚିଛି |  ଏଯାବତ ସୁସ୍ଥ ହେଲେଣି ୩୭୯୦୦ ଜଣ | ଗତକାଲି ରାଜ୍ୟରେ ୧୯୮୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଥିଲେ ୧୪୨୨ଜଣ | ଆଜି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |

ଆଜି ସର୍ବାଧିକ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧାରୁ ୩୩୨  ଓ ଗଞ୍ଜାମରୁ ୨୮୦  ଜଣ  | ମୟୁରଭଞ୍ଜରୁ ୧୨୦ ଜଣ ଚିହ୍ନଟ ହୋଇଥିବା ବେଳେ  କଟକରୁ ୧୦୧, ଗଜପତିରୁ  ୯୩ ଜଣ ଚିହ୍ନଟ ହୋଇଛନ୍ତି | 

 

District Wise Cases

1. Angul: 2

2. Balasore: 56

3. Bargarh: 22

4. Bhadrak: 118

5. Balangir: 7

6. Boudh: 5

7. Cuttack: 101

8. Deogarh: 2

9. Dhenkanal: 40

10. Gajapati: 93

11. Ganjam: 280

12. Jagatsinghpur: 34

13. Jajpur: 69

14. Jharsuguda: 11

15. Kalahandi: 48

16. Kandhamal: 60

17. Kendrapada: 6

18. Keonjhar: 10

19. Khurda: 332

20. Koraput: 90

21. Malkangiri: 52

22. Mayurbhanj: 120

23. Nawarangpur: 17

24. Nayagarh: 75

25. Nuapada: 20

26. Puri: 83

27. Rayagada: 70

28. Sambalpur: 59

29. Sonepur: 7

30. Sundargarh: 88

New Positives Cases 1977

In quarantine: 1241

Local contacts: 736

New Recoveries: 1422

Cumulative Tested: 807826

Positive: 54630

Recovered: 37900

Active Cases: 16353

 

0
0
0
s2sdefault