ହେଡଲାଇନସ୍:

ଚବିଶି ଘଂଟାରେ ୬୪,୫୫୩   ଆକ୍ରାନ୍ତ, ଯାଇଛି  ୧୦୦୭ ଜୀବନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବଢିଛି ନମୁନା ଯାଞ୍ଚ , ୧୩ ତାରିଖରେ ଯାଞ୍ଚ ହୋଇଛି ୮,୪୮,୭୨୮ନମୁନା 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୪,୫୫୩   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୧୦୦୭  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୪,୬୧,୧୯୧  ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୬୧,୫୯୫  ଜଣ |  ଏ ଯାବତ ଦେଶରେ ୧୭,୫୧,୫୫୬   ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୪୮,୦୪୦  ରେ ପହଂଚିଛି | 

 ଏଯାବତ ଦେଶରେ ୨,୭୬,୯୪,୪୧୬   ନମୁନା ଯାଞ୍ଚ ହୋଇଥିବା ଅଗଷ୍ଟ ୧୨ ତାରିଖରେ  ୮,୩୦,୩୯୧   ନମୁନା ପରୀକ୍ଷା ହୋଇଥିବା ବେଲେ ଅଗଷ୍ଟ ୧୩ ତାରିଖରେ ସେଥିରେ ବୃଦ୍ଧି ଘଟି ୮,୪୮,୭୨୮ ନମୁନା ଯାଞ୍ଚ କରାଯାଇଛି |   

0
0
0
s2sdefault