ଚପରାସୀ ମାନଙ୍କ ଦରମା ପ୍ରଦାନ ଦାବିରେ ରେଢ଼ାଖୋଲ ଡିଭିଜନ ଡିଏଫ୍ଓ ଙ୍କୁ ଦାବୀ ପତ୍ର ପ୍ରଦାନ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଚପରାସୀ ମାନଙ୍କ ଦରମା ପ୍ରଦାନ ଦାବିରେ ଆଜି  ରେଢ଼ାଖୋଲ ଡିଭିଜନ ଡି ଏଫ୍ ଓ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି l  ଆସନ୍ତା ୧୭ ତାରିଖ ସୁଦ୍ଧା ଦରମା ପ୍ରଦାନ ନ ହେଲେ ଅଗଷ୍ଟ ୨୦ ତାରିଖ ରେ ଧାରଣା ତଥା ପ୍ରତିବାଦ ସଭା କରାଯିବ ବୋଲି ଲିଖିତ ଭାବେ ଜଣାଇଦିଆଯାଇଛି । ଆଜିର ଆଲୋଚନା ରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ର ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି,ଡିଭିଜନ ସମ୍ପାଦକ କିଶୋର ପ୍ରଧାନ, ଯୁଗ୍ମ ସମ୍ପାଦକ ଉଦିତ୍ ତ୍ରିପାଠୀ, ଛାତ୍ର ବିଜେଡ଼ି ରାଜ୍ୟ ସମ୍ପାଦକ ମିଲନ ହୋତା, ବିଭିନ୍ନ ରେଞ୍ଜ କର୍ମକର୍ତ୍ତା, ମୁନସୀ, ଚପରାଶୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault