ହେଡଲାଇନସ୍:

ସେରମ-ଅକ୍ସଫୋର୍ଡର କୋଭିଡ ଟୀକା କୋଭିସୀଲଡକୁ ଦ୍ଵିତୀୟ ତୃତୀୟ ପର୍ଯ୍ୟାୟ ପାଇଁ ଅନୁମତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ( ଶାସକ ପ୍ରଶାସକ) :   ଭାରତରେ ପର୍ଯ୍ୟାୟ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ ସେରମ୍-ଅକ୍ସଫୋର୍ଡ COVID19 ଟିକା କୋଭିସୀଲଡକୁ କୁ DCGI ସବୁଜ ସଂକେତ | ତେଣୁ ସେରମ-ଅକ୍ସଫୋର୍ଡ ସେମାନଙ୍କ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ କରିବେ ଖୁବ ଶୀଘ୍ର | ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେରମ(Serum Institute of India)ର ସିଇଓ ଆଦର ପୁନାୱାଲାଙ୍କ ସହ କିଛି ଦିନ ତଳେ ଆଲୋଚନା କରି ଓଡିଶାକୁ ସହଯୋଗ କାରୋବା ପାଇଁ ଅନୁରୋଧ କରିଥିଲେ | ଶ୍ରୀ ପୁନାୱାଲା ମଧ୍ୟ ଓଡିଶାକୁ ସାହଜୋଗ କରିବା ପାଇଁ ଆଲୋଚନା ବେଳେ ପ୍ରତିଶ୍ରୁତି ଦେଇଥିଲେ |  

0
0
0
s2sdefault