ପୁର୍ବତନ ଜିଲ୍ଲାପାଳଙ୍କ ବିୟୋଗରେ ଶୋକସଭା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲାର ପୁର୍ବତନ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ପ୍ରକାଶ ଦାଶ ନିଧନ ପରେ ବରଗଡ଼ ଜିଲ୍ଲା ପ୍ରଶାସନ ପ୍ରଶାସନ ତରଫରୁ ଆଜି ସାନ୍ଧ୍ୟ ସମୟରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଦାଶ ଗତ 2004 ରୁ 2005 ପର୍ଯନ୍ତ ଜିଲ୍ଲାର ଜିଲ୍ଲାପାଳ ଭାବରେ କାର୍ଯ ସମ୍ପାଦନ କରିଥିଲେ  । ଶୋକସଭାର ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିର୍ଧା ଟପ୍ପୋ , ପିଡ଼ି DRDA ଶ୍ରୀ କୃତିବାସ ରାଉତ ତଥା ଜିଲ୍ଲାର ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ ।

0
0
0
s2sdefault