ଆଜି ୧୦ ଜୀବନ ଯାଇଥିବା ବେଳେ ସୁସ୍ଥ ହେଲେ ୭୫୬ ଜଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି କରୋନା ଯୋଗୁ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଘରକୁ ଫେରିଛନ୍ତି ୭୫୬ ଜଣ | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୨୭୩ ରେ ପହଂଚିଛି | ଆଜି ସର୍ବାଧିକ ୧୬୨ଜଣ ଖୋର୍ଦ୍ଧା, ୧୩୯ଜଣ ଗଂଜାମରୁ, ୭୮ଜଣ କଟକ, ୫୮ଜଣ  ସୁନ୍ଦରଗଡରୁ, ୪୯ଜଣ ଗଜପତିରୁ, ୩୩ଜଣ ଭଦ୍ରକରୁ, ୩୧ଜଣ କେନ୍ଦୁଝର, ୨୮ଜଣ ପୁରୀରୁ, ୨୨ଜଣ ନୟାଗଡରୁ, ୨୦ଜଣ  ରାୟଗଡ଼ାରୁ, ୧୯ଜଣ  ବାଲେଶ୍ୱର,୧୮ଜଣ କୋରାପୁଟ,୧୬ଜଣ ମାଲକାନଗିରି, ୧୩ଜଣ ନବରଂଗପୁରରୁ, ୧୦ଜଣ ଲେଖାଏ କନ୍ଧମାଳ ଓ ସମ୍ବଲପୁରରରୁ, ୯ଜଣ ଲେଖାଏ ଯାଜପୁର ଓ କେନ୍ଦ୍ରାପଡ଼ାରୁ, ୮ଜଣ ଜଗତସିଂହପୁର, ୭ଜଣ ବରଗଡରୁ, ୬ଜଣ ଲେଖାଏ ଢେଙ୍କାନାଳ ଓ ଝାରସୁଗୁଡା, ୨ଜଣ ଲେଖାଏ ବଲାଙ୍ଗୀର ଓ  କଳାହାଣ୍ଡିରୁ ସର୍ବୋପରି ଅନୁଗୁଳରୁ ଜଣେ ସୁସ୍ଥ ହୋଇଥିବା ଜଣାପଡିଛି |

0
0
0
s2sdefault