ହେଡଲାଇନସ୍:

ଆଜି ୫୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ  ୭୬୪ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନମୁନା ପରୀକ୍ଷା କମିଛି, ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି 

ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୭,୧୧୭  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୭୬୪   ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୬,୯୫,୯୮୮   ହୋଇଥିବା ବେଳେ ସକ୍ରିୟ ଅଛନ୍ତି ୫,୬୫,୧୦୩  ଜଣ | ଏ ଯାବତ ଦେଶରେ ୧୦,୯୪,୩୭୪  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୩୬,୫୧୧  ରେ ପହଂଚିଛି | 

 ତଥ୍ୟ ଅନୁଯାୟୀ ,ଗତକାଲି ଅର୍ଥାତ ୩୧  ତାରିଖରେ ସାରା ଦେଶରେ ୫,୨୫,୬୮୯ ନମୁନା ପରୀକ୍ଷା  ହୋଇଛି |  ଏ ଯାବତ ସାରା ଦେଶରେ ୧,୯୩,୫୮,୬୫୯ ନମୁନା ପରୀକ୍ଷା ହେଲାଣି | 

0
0
0
s2sdefault