ହେଡଲାଇନସ୍:

କୋଭିଡ ପରିଚାଳନା ପାଇଁ ୨୪୧ ପୋଷ୍ଟ ପିଜି ଡାକ୍ତରଙ୍କୁ ନିୟୋଜିତ କଲେ ସରକାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ -୧୯ ର ସୁପରିଚାଳନା ପାଇଁ ରାଜ୍ୟ ସରକାର ଆଜି ୨୪୧ ଜଣ ପୋଷ୍ଟ ପିଜି ଡାକ୍ତରଙ୍କୁ   ବିଭିନ୍ନ CDM ଏବଂ PHO ଅଧୀନରେ ନିୟୋଜିତ ହୋଇଛନ୍ତି | ଏହି ପୋଷ୍ଟ ପିଜି ଡାକ୍ତରମାନେ ତୁରନ୍ତ ନିଜ ନିଜ ନିୟୋଜନ ସ୍ଥଳରେ ହଯୋଗଦେଇ ସମ୍ପୃକ୍ତ CDM ଏବଂ PHO ର ଅଧୀନରେ କୋଭିଡ ପରିଚାଳନାରେ ସହାୟତା କରିବେ | ସର୍ବାଧିକ ଗଂଜାମ ଜିଲ୍ଲାକୁ ୩୦ ଜଣ, ସୁନ୍ଦରଗଡକୁ ୨୪ଜଣ, ରାୟଗଡା ଓ ଗଜପତି ଜିଲ୍ଲାକୁ ୧୭ ଜଣ ଲେଖାଏ, କଟକ ପାଇଁ ୧୯ ଜଣ, ଖୋର୍ଦ୍ଧା ଜିଲ୍ଲାକୁ ୨୪ ଜଣ, ପୁରୀକୁ ୧୦ ଜଣ, ବଲାଙ୍ଗୀରକୁ  ୮, ବରଗଡ଼କୁ ୫ଜଣ, ବଉଦକୁ ୫ଜଣ, ଯାଜପୁରକୁ ୫ଜଣ, ସମ୍ବଲପୁରକୁ ୬ ଜଣ ସମେତ ୨୪୧ ଜଣ ପୋଷ୍ଟ ପିଜି ଡାକ୍ତର ତୁରନ୍ତ ନିଜ ନିଜ କର୍ମସ୍ଥଳୀରେ ଯୋଗ ଦେବା ପାଇଁ ନିର୍ଦେଶ ଦିଆଯାଇଛି |

 

0
0
0
s2sdefault