ହେଡଲାଇନସ୍:

ଆଜି ଭୁବନେଶ୍ୱରରେ ୧୦୫  ପଜିଟିଭ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦେଖନ୍ତୁ ୪୬   ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ !!!!

ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ  ଚିହ୍ନଟ ହୋଇଛନ୍ତି ୧୧୧ କରୋନା ପଜିଟିଭ | ସେଥି ମଧ୍ୟରୁ ୫୯ ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୬  ଜଣ ସାଧାରଣ ଅଂଚଳରୁ | ଫଳରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଚିହ୍ନଟ ହୋଇଥିବା ମୋଟ ପଜିଟିଭଙ୍କ ସଂଖ୍ୟା ୨୬୦୭   ରେ ପହଁଚିଥିବା ବେଳେ  ୧୩୩୯  ଜଣ ଏଯାବତ ସୁସ୍ଥ ହେଲେଣି |  ଭୁବନେଶ୍ୱରରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧  ରେ ପହଂଚିଛି | ମୃତକଙ୍କ ସଂଖ୍ୟା ୧୫ ରେ ପହଂଚିଛି | ଦେଖନ୍ତୁ ଆଜି ୪୬  ଜଣ ସ୍ଥାନୀୟ ସଂକ୍ରମିତ କେଉଁ କେଉଁ ଅଂଚଳରୁ ଚିହ୍ନଟ ହୋଇଛନ୍ତି |

0
0
0
s2sdefault