ହେଡଲାଇନସ୍:

ବଦ୍ରିନାଥ ଜାତୀୟ ରାଜପଥରେ ଭୂସ୍ଖଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ଲଗାତାର ବର୍ଷା ହେତୁ ଗତ ସନ୍ଧ୍ୟାରେ ଚାମୋଲି ଜିଲ୍ଲାର କୋଡିଆର ବଦ୍ରିନାଥ ଜାତୀୟ ରାଜପଥରେ ଭୂସ୍ଖଳନ ଘଟିଛି। ଏହିକରଣରୁ  ଜାତୀୟ ରାଜପଥ ଏକାଧିକ ସ୍ଥାନରେ ଅବରୋଧ କରାଯାଇଛି। ମାର୍ଗ ସଫା କରିବାକୁ ଅପରେସନ୍ ଚାଲିଛି |

 

0
0
0
s2sdefault