ହେଡଲାଇନସ୍:

ଆଜି ପ୍ରକାଶ ପାଇବ ମାଟ୍ରିକ ଫଳ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟରେ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବ ଆଜି ସକାଳ ୯ଟାରେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ  ଫଳ ପ୍ରକାଶ ପାଇବାକୁ ଟିଯିବା ବେଳେ  ଦିନ ୧୧ ଟା ୩୦ରେ ୱେବ୍‌ସାଇଟ୍‌ରେ ଏହା ଉପଲବ୍ଧ ହେବ । ବୋର୍ଡ ପକ୍ଷରୁ ଜାରି  ୱେବ୍‌ସାଇଟ୍‌ ଓ ମୋବାଇଲ୍‌ ଫୋନ୍‌ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ପରୀକ୍ଷାର୍ଥୀମାନେ ଦିନ ସାଢ଼େ ୧୧ଟା ୩୦ ପରଠାରୁ ନିଜର ରେଜଲ୍ଟ ଦେଖିପାରିବେ ବୋଲି  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।  ଦୁଇଟି ୱେବ୍‌ସାଇଟ୍‌ www. bseodisha.ac.in , www.bseodisha.nic.inରେ ପରୀକ୍ଷା ଫଳ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ ବୋର୍ଡର ଯେକୌଣସି ୱେବ୍‌ସାଇଟ୍‌ରେ ନିଜର ରୋଲ୍‌ ନମ୍ବର ଲଗ୍‌ଇନ୍‌ କରି ରେଜଲ୍ଟ ଜାଣିପାରିବେ 

0
0
0
s2sdefault