ହେଡଲାଇନସ୍:

4 ଦିନର ରିମାଣ୍ଡରେ ଗଲେ ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଅଭିଯୁକ୍ତ ଆନନ୍ଦ ମାଝୀ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : 4 ଦିନର ରିମାଣ୍ଡ ରେ ଗଲେ ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଅଭିଯୁକ୍ତ ପୋଲିସ ଅଧିକାରୀ ଆନନ୍ଦ ମାଝୀ । ସୁନ୍ଦରଗଡ଼ ପସ୍କୋ କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ତାଙ୍କୁ କ୍ରାଇମବ୍ରାଞ୍ଚର ଅନୁରୋଧ କ୍ରମେ  ରିମାଣ୍ଡରେ ପଠାଯାଇଛି । କ୍ରାଇମବ୍ରାଞ୍ଚ 7 ଦିନର ରିମାଣ୍ଡ ପାଇଁ ଆବେଦନ କରିଥିଲା । ଗତକାଲି ଅନୁଗୁଳର ଏକ ଜଙ୍ଗଲ ଅଂଚଳରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।

0
0
0
s2sdefault