ହେଡଲାଇନସ୍:

ସୁସ୍ଥ ହେଲେ ୧୨୦ ଜଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆଜି ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୨୦ ଜଣ | ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨୯୭୪ରେ ପହଂଚିଛି | ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୯ ଜଣ ଯାଜପୁର, ୧୫ ଜଣ କଟକରୁ ,  ମୟୁରଭଞ୍ଜ ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଏ, 9 ଜଣ ନୂଆପଡ଼ାରୁ, ୭ ଜଣ  ସୁନ୍ଦେରଗଡରୁ, ୬ଜଣ କନ୍ଧମାଳରୁ , ବଲାଙ୍ଗୀର ଓ ନୟାଗଡରୁ ୫ଜଣ ଲେଖାଏ,  ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ  ଝାରସୁଗୁଡାରୁ ୪ ଜଣ ଲେଖାଏ, କେନ୍ଦୁଝର, ଗଂଜାମ ଓ ପୁରୀରୁ ୩ ଜଣ ଲେଖାଏ, ଅନୁଗୁଳ, କଳାହାଣ୍ଡି ଓ କୋରାପୁଟରୁ ୨ ଜଣ ଲେଖାଏ ଓ ମାଲକାନଗିରିରୁ ଜଣେ ଅନ୍ତର୍ଭୁକ୍ତ | 

0
0
0
s2sdefault