ହେଡଲାଇନସ୍:

ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :ରାଜ୍ୟରେ ଆଉ ୧୦୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେମାନଙ୍କ ମଧ୍ୟରେ ୧୦୮ ଜଣ ସଙ୍ଗ ରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ସାଧାରଣ ଅଂଚଳରୁ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୪୧୬୩ରେ ପହଂଚିଛି |  ସେମାନଙ୍କ ମଧ୍ୟରେ  ମାଲକାନଗିରିରେ  ୨୧ଜଣ , କେନ୍ଦୁଝରରେ ୫ଜଣ, ଖୋର୍ଦ୍ଧାରେ  ୭ଜଣ, କେନ୍ଦ୍ରାପଡାରେ ୯ଜଣ,ଅନୁଗୋଳରେ ୧୧ ଜଣ ବାଳେଶ୍ୱରରେ  ୪ ଜଣ,  କଳାହାଣ୍ଡି , ବରଗଡ, ବଲାଙ୍ଗୀର ଓ କଟକରେ ଜଣେ ଲେଖାଏ , ଜଗତ୍ସିଂହପୁରରେ ୯ ଜଣ, ଗଂଜାମରେ  ୮ଜଣ,  ପୁରୀରେ ୧୫, ଗଜପତିରେ ୭, ସୁନ୍ଦରଗଡ  ୨ଜଣ ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରୁ ବାତ୍ୟା ଡ୍ୟୁଟି ସାରି ଆସିଥିବା ୧୬ ଜଣ ଅଗ୍ନିଶମ ସେବା କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି | 

 

0
0
0
s2sdefault