ହେଡଲାଇନସ୍:

ଗଜପତି ଜିଲ୍ଲାରେ  ପୁଣି ନୂଆ ୧୧କରୋନା ପଜିଟିଭ : ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି (ବୁଧବାର ଦିନ) ପୁଣି ନୂଆ ୧୧ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ।

ସେମାନଙ୍କ ମଧ୍ୟରୁ ୧୦ ଜଣ ମହାରାଷ୍ଟ୍ରରୁ , ଜଣେ ତାମିଲନାଡୁ ଫେରନ୍ତା  । ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିମାନେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେଠାରୁ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା ।ସେମାନଙ୍କର ରିପୋର୍ଟ ପଜିଟିଭ୍ ଆସିଥିବାରୁ ସମସ୍ତଙ୍କୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସ୍ଥାନାନ୍ତର କରି  ଆର.ସୀତାପୁର ସ୍ଥିତ କୋଭିଡ ହସ୍ପିଟାଲକୁ ଆଣାଯାଇଛି । ସେଠାରେ ସେମାନଙ୍କ ର ଚିକିତ୍ସା ଚାଲିଛି । ଏହି ୧୧ ଜଣଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ୭୨ରେ ପହଞ୍ଚିଲା କରୋନା ପଜିଟିଭ୍ ସଂଖ୍ୟା।

0
0
0
s2sdefault