ହେଡଲାଇନସ୍:

ଆମ୍ବୁଲାନ୍ସ କାର ମୁହାଁମୁହିଁ ଧକ୍କା 3ଗୁରୁତର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

(ଆଠମଲ୍ଲିକ -ସନ୍ତୋଷ ମେହେର ) ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ କୁଣ୍ଡାଝରି ଗ୍ରାମ ନିକଟରେ ଆଜି ସକାଳୁ ସକାଳୁ ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଯାଇଛି । ଅନଗୁଳ ରୁ ଆଠମଲ୍ଲିକ ଆସୁଥିବା 108 ଆମ୍ବୁଲାନ୍ସ ଆଠମଲ୍ଲିକ  ବିନିକେଇ ରୁ  ଯାଉଥିବା ଏକ ଇଣ୍ଡିକାକାର କୁ କୁଣ୍ଡାଝରି ନିକଟରେ ସମ୍ମାନାସାମ୍ନି ଧକା ଦେଇଥିଲା । ଦୁର୍ଘଟଣା ପରେ ପାଖ ଗାଁ ଲୋକେ ଘଟଣା ସ୍ଥଳକୁ ଦୌଡିଆସି ଥିଲେ I ସଂଗେ ସଂଗେ ଆଠମଲ୍ଲିକ ରୁ ଏକ 108 ଓ 102 ଆମ୍ବୁଲାନ୍ସ କୁ ଡକାଇ ଆହତ ଙ୍କୁ ଆଠମଲ୍ଲିକ ମେଡିକାଲ କୁ ପଠାଇ ଥିଲେ । ଦୁର୍ଘଟଣା ରେ 108 ରେ ଆସୁଥିବା ଡ୍ରାଇଭର ଓ ସୁକୁମାରି ନାୟକ ଆଶାକର୍ମୀ ଆହତ ହେଇଥିଲେ । ଇଣ୍ଡିକାରରେ ବିନିକେଇbରୁ ଅନୁଗୁଳ କୁ ଡାକ୍ତରଙ୍କୁ  ନିଜ ଚିକିତ୍ସା ପାଇଁ ଯାଉଥିବା ଫରେଷ୍ଟ ଗାଡ଼ ବିନୟ କୁମାର ନାୟକ ସମେତ ସରସ୍ୱତୀ ପ୍ରଧାନ ଓ ଇଣ୍ଡିକା ଡ୍ରାଇଭର ଗୁରୁତର ଭାବେ ଆହତ ହେଇଛନ୍ତି ।

0
0
0
s2sdefault