ହେଡଲାଇନସ୍:

କରୋନା ଅପଡେଟ : ଆଜି ୯୦ ଆକ୍ରାନ୍ତଙ୍କୁ ୬୫ ସୁସ୍ଥ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ଆଜି ୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୬୫ ଜଣ | ଫଳରେ ମୋଟ ୨,୪୭୮ଆକ୍ରାନ୍ତଙ୍କ ମଧ୍ୟରୁ ସକ୍ରିଙ୍କ ସଂଖ୍ୟା ରହିଛି ୯୮୮ | ଏଯାଏ ମୋଟ ସୁସ୍ଥ ହେଲେଣି ସୁସ୍ଥ ହୋଇଛନ୍ତି ୧,୪୮୧ ଜଣ |

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ  ବାଲେଶ୍ୱରରୁ ୨ଜଣ, ଭଦ୍ରକ ୮ଜଣ , ବଲାଙ୍ଗିର ୬ ଜଣ, ଢେଙ୍କାନାଳ ଜଣେ. ଗଞ୍ଜାମ ୧୪ଜଣ, ଜଗତସିହଂପୁର ୧୦ଜଣ, ଯାଜପୁର ୨  ଜଣ, ଝାରସୁଗୁଡ଼ା ଜଣେ, କନ୍ଧମାଳ ଜଣେ. କେନ୍ଦ୍ରାପଡ଼ା ୧୦ଜଣ, କେନ୍ଦୁଝର ୭ଜଣ, ଖୋର୍ଦ୍ଧା ୩ ଜଣ ସାମିଲ |

 

 

0
0
0
s2sdefault