ହେଡଲାଇନସ୍:

ସୁସ୍ଥ ହେଲେ ୯୧ଜଣ କରୋନା ଆକ୍ରାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ରାଜ୍ୟରେ ଆଉ ୯୧ ଜଣ କରନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଫଳରେ ସୁସ୍ଥ ହୋଇଥବା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୧୬କୁ ବୃଦ୍ଧି ପାଇଛି | 

ଆଜି ସୁସ୍ଥ ହୋଇଥିବା  ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳର  ୫ ଜଣ , ବାଲେଶ୍ୱର ୫ ଜଣ, ବରଗଡ଼ ୨ଜଣ, ଭଦ୍ରକ ୩ ଜଣ,  ବଲାଙ୍ଗିର ୯ଜଣ, କଟକ ୨ ଜଣ, ଦେବଗଡ ୨୨ଜଣ,ଢେଙ୍କାନାଳ ଜଣେ ,ଗଜପତି ଜଣେ. ଗଞ୍ଜାମ ୨ଜଣ, ଯାଜପୁର ଜଣେ ,କଳାହାଣ୍ଡି ୨ଜଣ, ଖୋର୍ଦ୍ଧା ୨ ଜଣ, ନୟାଗଡ ୧୫ ଜଣ, ପୁରୀରୁ ୧୬ଜଣ, ସୁନ୍ଦରଗଡ଼ ୩ ଜଣ ସାମିଲ | 

 

0
0
0
s2sdefault