ହେଡଲାଇନସ୍:

ଗଂଜାମରେ ଆଉ ୪ଟି କୋବିଦ କେୟାର ସେଣ୍ଟର | 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବ୍ରହ୍ମପୁର(ଶାସକ ପ୍ରଶାସକ) : ଗଂଜାମରେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟାକୁ ପରିପ୍ରେକ୍ଷୀରେ ଜରୁରୀକାଳୀନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତଥା ଭବିଷ୍ୟତ ପରିସ୍ଥିତିର ସମାନ କରିବା ପାଇଁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ   ଆଉ ୪ଟି କୋବିଦ କେୟାର କେୟାର ସେଣ୍ଟର(ସିସିସି) ପ୍ରସ୍ତୁତ କରାଯାଇଛି | ଏହି ଚାରୋଟି ସିସିସିରେ ଶଯ୍ୟା କ୍ଷମତା ରହିଛି  ୪୭୦ | ଏହି ସିସିସି ଗୁଡିକ ସ୍ୱତନ୍ତ୍ର ଭାବେ କୋବିଦ ୧୯ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ହେବ | ସେମାନଙ୍କୁ ଗୋଷ୍ଠୀଙ୍କ ଠାରୁ ଦୂରରେ ରଖି ସେମାନଙ୍କ ଯତ୍ନନେବା ସକାଶେ ଏଗୁଡି଼କ ଉଦ୍ଦିଷ୍ଟ  | ଏହି ସେଣ୍ଟର ଗୁଡିକ ହିଞ୍ଜିଳିକାଟୁ ଏସ୍ଡ଼ିଏଚ ବିଲଡିଂ (୧୦୦ ଶଯ୍ୟା), ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ଛାତ୍ରାବାସ(୨୦୦ ଶଯ୍ୟା), ଛତ୍ରପୁର ସାଇନ୍ସ କଲେଜ, ଛତ୍ରପୁର  (୭୦ ଶଯ୍ୟା) ଓ ସେକେଣ୍ଡାରୀ ଟ୍ରେନିଂ ସ୍କୁଲ ଗାର୍ଲସ ହଷ୍ଟେଲ ଭଞ୍ଜନଗର ( ୧୦୦ ଶଯ୍ୟା ) ରେ ପ୍ରସ୍ତୁତ ହୋଇଥିବା ଜଣାପଡିଛି | 

 

0
0
0
s2sdefault