ହେଡଲାଇନସ୍:

ଗଂଜାମ ଗଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :  କରୋନାର ପ୍ରତିରୋଧ, ରୋଗ ନିରୀକ୍ଷଣ ଓ ସ୍ୱାସ୍ଥ୍ୟସେବା ପାଇଁ ୭ ଜଣିଆ ଡାକ୍ତରୀ ଦଳ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି। ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଏହି ଦଳର ନେତୃତ୍ୱ ନେଇଥିବା ବେଳେ WHO ଓ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ପ୍ରତିନିଧିବୃନ୍ଦ ଏହି ଦଳରେ ସାମିଲ ଅଛନ୍ତି। 

0
0
0
s2sdefault