ହେଡଲାଇନସ୍:

ଅପଡେଟ : ପୁଣି ୧୭ , ଗଂଜାମରୁ କେବଳ ୧୨ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :   ସକାଳ ୯ ଟା ସୁଦ୍ଧା ଓଡ଼ିଶାରେ  ପୁଣି ୧୭ ପଜିଟିଭ | କରୋନାର ତତଲାଗଡ ପାଲଟିଥିବା ଗଂଜାମ ଜିଲ୍ଲାରୁ କେବଳ ୧୨ ଜଣ ସିଜିହ୍ନଟ ହୋଇ ଜିଲ୍ଲାରେ ସଂଖ୍ୟା ପହଁଚିଛି ୮୩ରେ  | ଭଦ୍ରକ ଓ  ସୁନ୍ଦରଗଡ ଜିଲ୍ଲାରୁ ଜଣାଏ ଜଣେ ଲେଖାଏ ଥିବା ବେଳେ ମୟୁରଭଞ୍ଜରୁ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି    | ଫଳଲେ  ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ପହଂଚିଛି ୨୮୭ରେ | 

0
0
0
s2sdefault