ହେଡଲାଇନସ୍:

ମୟୁରଭଞ୍ଜରେ କରୋନା ପଜିଟିଭ ହେଲେ ୪ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି କରୋନା କବଳରେ ଫସିଥିବା ମୟୁରଭଞ୍ଜରେ କରନା ରୋଗୀ ସଂଖ୍ୟା ୪ ହୋଇଛି | ପୂର୍ବରୁ ଆଜି ସକାଳେ କପ୍ତିପଦା ବ୍ଲକର ତିନିଜଣ ପଜିଟିଭ ଚିହ୍ନଟ ହୋଇଥିଲେ | ଚିହ୍ନଟ ହୋଇଥିବା ନୂଆ ବ୍ୟକ୍ତିଙ୍କ ବୟସ ୩୫ ବର୍ଷ | ଫଳରେ ଅରେଞ୍ଜ ଜୋନରେ ପଶିଥିବା ବାରିପଦାରେ କରୋନା ପଜିଟିଭ ସଂଖ୍ୟା ୪ରେ ପହଂଚିଛି | ଇଏ ବି ସୁରଟ ଫେରନ୍ତା | ଆଜି ସକାଳେ ଚିହ୍ନଟ ହୋଇଥିବା ତିନିଜଣଙ୍କ  ବୟସ ୨୧, ୩୬ ଓ ୪୪ ବର୍ଷ | ଏମାନେ ବି ସୁରାଟ ଫେରନ୍ତା | ସେମାନେ କପ୍ତିପଦା ବ୍ଲକ ପିଙ୍ଗୁ ଅଂଚଳରୁ ୨ ଜଣ ଓ ପୋଡାଡିହ ଅଂଚଳରୁ ଜଣେ | ଗୋଟାଏ ଦଫାରେ ସୁରାଟରୁ ୫୨ ଜଣ ଫେରିଥିବା ବେଳେ ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା | ସେମାନଙ୍କ ସମସ୍ତଙ୍କ ସ୍ୱାବ ଟେଷ୍ଟ ପାଇଁ ଯାଇଥିଲା |  

 

0
0
0
s2sdefault