ହେଡଲାଇନସ୍:

 ବଦଳିଲା ରଙ୍ଗ : ନାଲି ହେଲା ଗଂଜାମ,  କମଳା ରଙ୍ଗ ହେଲେ ଜଗତସିଂପୁର ଓ ମୟୁରଭଞ୍ଜ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭୁବନେଶ୍ୱର (ଶାସକ ପ୍ରଶାସକ)  ତିନୋଟି ଜିଲ୍ଲର  ବଦଳିଲା ରଙ୍ଗ | ରେଡ ଜୋନକୁ ଯାଇ ନାଲି ରଂଗ ହେଲା ଗଂଜାମ ଲଗାତାର ନୂଆଁରୋଗୀ ଚିହ୍ନଟ ହେବା କାରଣରୁ | ନୂଆ ରୋଗୀ   ଚିହ୍ନଟ ହୋଇଥିବା  ଜିଲ୍ଲା  ଜଗତସିଂପୁର ଓ ମୟୁରଭଞ୍ଜ ଏବେ ପହଂଚିଛନ୍ତି ଅରେଞ୍ଜ ଜୋନ ବା କମଳା ରଙ୍ଗରେ | ଜୋନ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରୋବାକୁ ଜିଲ୍ଲା ଓ ପୌର ପ୍ରଶାସନଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ |

0
0
0
s2sdefault