ହେଡଲାଇନସ୍:

କରୋନା ପଶିଲା ଆଉ ତିନି ଜିଲ୍ଲାରେ, ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନା ପଶିଲା ଆଉ ତିନି ଜିଲ୍ଲାରେ | ଆକ୍ରାନ୍ତ ତାଲିକାକୁ ଆସିଲେ ଦେବଗଡ କେନ୍ଦୁଝର ଓ ଝାରସୁଗୁଡା | ଆଉ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |  କେନ୍ଦୁଝର ପାଞ୍ଚପଲ୍ଲୀ ଅଂଚଳ ଆକ୍ରାନ୍ତଙ୍କ  ବୟସ ୬୦  | ଦେବଗଡ ବାସୁଦେବପୁର ଅଂଚଳର ଆକ୍ରାନ୍ତଙ୍କ ବୟସ ୩୪ ବର୍ଷ | ଝାରସୁଗୁଡା ବ୍ରଜରାଜନଗର ଅଂଚଳର ଆକ୍ରାନ୍ତ ମହିଳାଙ୍କ ବୟସ ୧୮  |  ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା | ସେମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି | ଆକ୍ରାନ୍ତଙ୍କ ସଂଖ୍ୟା ପହଁଚିଲା ୧୨୨ରେ | 

 

0
0
0
s2sdefault