ଦୁଇ କରୋନା ରୋଗୀ ସୁସ୍ଥ ହେଲେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଜି ଆଉ ଦୁଇ କରୋନା ରୋଗୀ ସୁସ୍ଥ ହେଲେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି | ସୁସ୍ଥ ହୋଇଥିବା ଏହି ଦୁଇ ରୋଗୀ ଭୁବନେଶ୍ୱରର | ନିକଟରେ ହୋଇଥିବା ଟେଷ୍ଟରେ ସେମାନଙ୍କ କରୋନା  ନେଗେଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି | ବର୍ତ୍ତମାନ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୭ରେ ପହଂଚିଛି |

0
0
0
s2sdefault