ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ଦ୍ୱାରା ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା, ରେଙ୍ଗଲୋଇ ପଞ୍ଚାୟତର ଗଣ୍ଡାକୋନା,କିନାଲୋଈ ରଜୁନାଡିହି,ଝାଙ୍ଖରପାଲି ର ଗୁମଲୋଇ ଓ ଠୁରୁପାଲି, ଠାମ୍ପରକେଲା ରେ ଆଜି ରେଙ୍ଗାଲି ବିଧାୟକ ନାଉରୀ ନାଏକ ସାମାଜିକ ଦୁରତା ରଖି  ମାସ୍କ ବଣ୍ଟନ  କରିଥିଲେ ଏବଂ ସବୁ ସସମୟରେ ସାମାଜିକ ଦୁରତା ରଖିବାକୁ ପରାମର୍ଶ ଦେଇଥିଲେ l ବିଧାୟକ ଲଇଡା ଗ୍ରାମ କୁ ଗସ୍ତ କରି ସରକାର ଙ୍କ ଦ୍ବାରା ମାଗଣା ରନ୍ଧା ଖାଦ୍ୟ ଦିଆଯାଉଥିବା ବିଦ୍ୟାଳୟ କୁ ପରିଦର୍ଶନ କରିଥିଲେ l ବିଧାୟକ ଙ୍କ ସହିତ ସମ୍ବଲପୁର ଜିଲ୍ଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ ଓ ଜିଲ୍ଲା ପରିଷଦ ସଦସ୍ୟା ଉତ୍ପଳା ଧୁରୁଆ ମଧ୍ୟ ଉପସ୍ଥିତ ଥି୍ଲେ l ଏହି ଅବସରରେ  ବିଜେପି କର୍ମକତ୍ତା ସୁରେନ୍ଦ୍ର ପ୍ରଧାନ,ଗୋପାଳ ଅଗ୍ରଓ୍ବାଲା,ଆଶିଷ ପଣ୍ଡା,ପ୍ରେମାନନ୍ଦ ବ୍ରିନେଦ,ମୁକେଶ ଅଗ୍ରଓ୍ବାଲା,ଝସନ ବ୍ରିନେଦ,ନିତିଶ ନାଏକ, ବିକାଶ ଭୋଇ ଓ ତୋଫାନ ବଡେଇ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault