ହେଡଲାଇନସ୍:

କୋମନାରେ ଲକଡାଉନ ପ୍ରଭାବ, ଲୋକେ ଅମାନିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋମନା (ଶାସକ ପ୍ରଶାସକ)- ରାଜ୍ୟରେ କେରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଥିବା ବେଲେ ରାଜ୍ୟ ସରକାର ଏଥି ପାଇ ଦୃଢ ପଦକ୍ଷେପ ନେଉଛନ୍ତି । ନୂଆପଡା ଜିଲାରେ ମଧ୍ୟ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ପଡୋଶୀ ଜିଲ୍ଲା କଳାହାଣ୍ଡି ରେ କରୋନା ପଜିଟିଭ ଜଣା ପଡିବା ପରେ  ନଆପଡା- କଳାହାଣ୍ଡି  ସୀମା କୁ ସିଲ୍ କରାଯାଇଛି । କୋମନା ପୋଲିସ  ମଧ୍ୟ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହ ଘରୁ ନ ବାହାରିବାକୁ ଅନୁରୋଧ କରିଛି । ସେ ଆଡେ ଲୋକେ ମଧ୍ୟ ସଚେତନ ହୋଇଛନ୍ତି । ଗା ମୁଣ୍ଡରେ ବୋର୍ଡ ଟାଙ୍ଗି ଅନ୍ୟ ଗାର ଲୋକଙ୍କୁ ପଶାଇଦେଉ ନାହାନ୍ତି ।  ଉଦ୍ୟାନବନ୍ଧ ବଜାରକୁ  ମଧ୍ୟ ଅନିର୍ଦ୍ଦିଷ୍ଟ  କାଲ ପାଇଁ ବନ୍ଦ କରାଯାଇଛି । କିନ୍ତୁ  କିଛି ସ୍ଥାନରେ ଲୋକେ ଅମାନିଆ ହେଉଥିବା ଦେଖିବାକୁ ମିଲୁଛି । ତଥାପି ପୋଳିସ ସେମାନଙ୍କୁ ସେମାନଙ୍କୁ  ସାବାଡ କରୁଛି ।

0
0
0
s2sdefault