ହେଡଲାଇନସ୍:

ଦୀପ ଜାଳି ଏକତାର ପ୍ରମାଣ ଦେଲେ କୁଚିଣ୍ଡା ବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ରେ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଡାକରାକୁ ସମର୍ଥନ କରି ଦୀପ ଜାଳି ଏକତାର ପ୍ରମାଣ ଦେଲେ କୁଚିଣ୍ଡା ଅଞ୍ଚଳ ବାସୀ l ରାତି ୯ଟା ରୁ ୯ ମିନିଟ ପର୍ଯନ୍ତ ଅନ୍ଧକାରରେ ଉପଖଣ୍ଡ ର ସମସ୍ତ ପରିବାର ଲୋକେ ଦୀପ ,ମହମବତୀ ,ଟଚ ଲାଇଟ, ଜାଳି ଏକାଗ୍ରତା ଜାଗରଣ କରି ଥିଲେ l ଏହା ସହ କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ଭଗବାନଙ୍କ ଠାରେ ପ୍ରାଥାନା କରି ଶଙ୍ଖ ,ଘଣ୍ଟ ବଜାଇ ଥିଲେ l ସମସ୍ତ ପରିବାର ଲୋକେ ଏକତ୍ରିତ ହୋଇ ପ୍ରଧାନ ମନ୍ତ୍ରୀ ଙ୍କ ନିବେଦନକୁ ସମର୍ଥନ କରିଥିଲେ ଅଞ୍ଚଳ ବାସୀ l

0
0
0
s2sdefault