ହେଡଲାଇନସ୍:

କେବଳ ବମିଖାଲରୁ ନୂଆ ୧୫ କରୋନା ରୋଗୀ : ବମିଖାଲରେ କ୍ଲଷ୍ଟର କଣ୍ଟନମେଣ୍ଟ ଓ  ଘରକୁ ଘର ସର୍ଭେ ଜାରି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର( ଶାସକ ପ୍ରଶାସକ) :   ସମ୍ପୂର୍ଣ ସିଲ ହୋଇଥିବା ବମିଖାଲ ଅଂଚଳରୁ କେବଳ  ୧୫ ନୂଆ କରୋନା ରୋଗୀ ଚିହ୍ନଟ |  ଏ ଅଂଚଳରେ କ୍ଲଷ୍ଟର କଣ୍ଟନମେଣ୍ଟ ଜାରି ରହିଛି | ଘରକୁ ଘର ସର୍ଭେ ମଧ୍ୟ କରାଯାଉଛି | ରୋଗୀଙ୍କ ସହ ସମ୍ପର୍କରେ ଥିବା ଲୋକ ଓ ସନ୍ଦିଗ୍ଧ ମାନଙ୍କୁ ପୃଥକାବାସରେ ରଖାଯାଇଛି  ଓ ସ୍ଵବ ପରୀକ୍ଷା ମଧ୍ୟ କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କୁହାଯିବ ସହ ନାଗରିକ ମାନେ ଭୟଭୀତ ନହୋଇ ଘରଭିତରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି | ସୂଚନାଯୋଗ୍ୟ ଯେ  ଭୁବନେଶ୍ୱରରେ ଆଉ  କରୋନା ରୋଗୀ ୧୬ ଚିହ୍ନଟ ହୋଇଥିଲେ ସନ୍ଧ୍ୟାରେ | ଆଜି ଦିନକରେ ୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଏ ଯାବତ ହେଲେଣି ରାଜ୍ୟରେ ୩୯  କରୋନା ପଜିଟିଭ | ସମୁଦାୟ ବମିଖାଲରୁ ଏ ଯାବତ ୧୯ ଚିହ୍ନଟ ହୋଇଥିବା ବେଳେ ଆଜି କେବଳ ୧୬ ଜଣ ଚିହ୍ନଟ ହୋଇଛନ୍ତି | 

0
0
0
s2sdefault