ହେଡଲାଇନସ୍:

ରାଜଧାନୀରେ ଆଉ ଦୁଇ କରୋନା ପଜିଟିଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଉ ଦୁଇଟି କରୋନା ପଜିଟିଭ ଭୁବନେଶ୍ୱରରେ | ଗୋଟିଏ ବମିଖାଲରୁ ଆଉ ଜଣେ କପିଲପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ ୨ ରୁ | କପିଲପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ ୨ରୁ ବାହାରିଥିବା ୭୦ ବର୍ଷ ବୟସ୍କ ବ୍ୟକ୍ତି ଅଷ୍ଟ୍ରେଲିଆ ଫେରନ୍ତା ଓ ସେ ହୋମ କ୍ବାରଣ୍ଟାଇନରେ ଥିଲେ | ଅନ୍ୟ ଜଣଙ୍କ ବୟସ ହେଉଛି ବମିଖାଲ ଅଂଚଳର | ତାଙ୍କ ବୟସ ୨୯ ବର୍ଷ | ବମିଖାଲ ଅଂଚଳରେ ସରକାରଙ୍କ ପକ୍ଷରୁ କରାଯାଇଥିବା କଣ୍ଟନମେଣ୍ଟ ସର୍ଭେ ବା ଆକ୍ଟିଭ ସର୍ଭେଲାନ୍ସ ବେଳେ ସେ ଚିହ୍ନଟ ହୋଇଥିଲେ | 

Two more COVID POSITIVE cases in Bhubaneswar.   One 70 years old male of Kapila Prasad Housing Board Colony Phase II who had returned from Australia on 22.3.2020 (home quarantine case)

Another, one 29 years old male from Bomikhal found out during active surveillance

0
0
0
s2sdefault