ଘରକୁ ଘର ବୁଲି ବଣ୍ଟାଗଲା 4 ମାସର ଭତ୍ତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର, ଝାରସୁଗୁଡା ବ୍ଯୁରୋ ଚିଫ୍,(ରମାକାନ୍ତ ବିଶ୍ବାଳ ): ମୁଖ୍ୟମନ୍ତ୍ରୀଙ୍କ ନିର୍ଧାରିତ ନିର୍ଦେଶ କ୍ରମେ ଆଜି ଜମନକିରା ବ୍ଲକ କସଡା ଗ୍ରାମ ପଂଚାୟତର କୁଆଗୋଲା ଗ୍ରାମରେ ଘରକୁ ଘର  ବୁଲି ସରପଞ୍ଚ ରମେଶ କୁମୁରାଙ୍କ ଉପସ୍ଥିତ ରେ ଉପଭୋକ୍ତା ମାନଙ୍କୁ 4 ମାସ  ପାଇଁ 2000/- ଟଙ୍କା ଭତା ପ୍ରଦାନ କରାଯାଇଥିଲା l  ଏହି କାର୍ଯ୍ୟକ୍ରମରେ  ପିଇଓ ବିରଞ୍ଚି ନାରାୟଣ ବିଶି, ଏଆରଆଇ ସୁଚିତ୍ରା ପଟେଲ, ଜିଆରଏସ ସରୋଜ କୁମାର ଆଚାର୍ଯ୍ୟା ଉପସ୍ଥିତ ରହି ଭତା ବାଣ୍ଟିଥିଲେ l

0
0
0
s2sdefault