ହେଡଲାଇନସ୍:

ଜିଲ୍ଲାପାଳଙ୍କ ଅଫିସକୁ ବାହାର ଲୋକଙ୍କ ପ୍ରବେଶ ମନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର, ଝାରସୁଗୁଡା ବ୍ଯୁରୋ ଚିଫ୍( ରମାକାନ୍ତ ବିଶ୍ବାଳ ): କରୋନା ଭୁତାଣୁ ମୁକାବିଲା ପାଇଁ ସମ୍ବଲପୁର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ  ଭିତରକୁ ବାହ୍ୟ ବ୍ୟକ୍ତି ବିଶେଷଙ୍କ ଯାତାୟତ କରିବାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ମଙ୍ଗଳବାର ବିଭିନ୍ନ ଅଞ୍ଚଳରୁ ଆସିଥିବା କେତେ ଜଣ ବ୍ୟକ୍ତି ଅଫିସ ଭିତରକୁ ଯିବାକୁ କହିଥିଲେ । କିନ୍ତୁ ସେମାନଙ୍କୁ ବାରଣ କରାଯାଇଥିଲା । ଏଥିସହ ପୂର୍ବତନ ରାଜ୍ୟସଭା ସଦସ୍ୟା ପ୍ରମିଳା ବହିଦାର ମଧ୍ୟ ଯାଇ ଫେରି ଆସିଥିବା ଦେଖିବାକୁ ମିଳିଥିଲା ।

 

0
0
0
s2sdefault