ହେଡଲାଇନସ୍:

ନୂଆଦିଲ୍ଲୀ : ବିଜେଡି ଓ ଅନ୍ୟ ଦଳର ସାଂସଦ ବିଜୁ ବାବୁଙ୍କ ଜଣାଇଲେ ଶ୍ରଦ୍ଧାଞ୍ଜଳି

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ନୂଆଦିଲ୍ଲୀ/ ଶାସକ ପ୍ରଶାସକ : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 104 ତମ ଜୟନ୍ତୀ ଅବସରରେ ନୂଆଦିଲ୍ଲୀ ଠାରେ ବିଜୁ ଜନତା ଦଳର ସାଂସଦ ମାନେ ପ୍ରିୟନେତା ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ଜଣାଇଛନ୍ତି ଭାବପୁର୍ନ ଶ୍ରଦ୍ଧାଞ୍ଜଳି । ବିଜେଡି ସଂସଦୀୟ ଦଳ ଅଫିସରେ ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଜେଡି ସାଂସଦଙ୍କ ବ୍ୟତୀତ ଅନ୍ୟ ଦଳର ସାଂସଦ ମାନେ ବି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସବୁନେତାମାନେ ବିଜୁ ବାବୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ମହାନ ଜୀବନର ସ୍ମୃତିଚାରଣ କରିଥିଲେ ।

0
0
0
s2sdefault