ହେଡଲାଇନସ୍:

ହାରିଗଲେ ବାଳକୃଷ୍ଣ :  ଅନାସ୍ଥା ପ୍ରସ୍ତାବ ଗୃହିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନୂଆପଡା (ଅମିତ ପୁରୋହିତ) ; ଖଡିଆଳ ବ୍ଲକ ଅଧ୍ୟକ୍ଷଙ୍କ ବିପକ୍ଷରେ ଥିବା ଅନାସ୍ଥା ପ୍ରସ୍ତାବ ଆଜି ଗୃହିତ ହୋଇଛି । ପୂର୍ବାନୁସାରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା । କିନ୍ତୁ ମାନ୍ୟବର ହାଇକୋର୍ଟ ଙ୍କ ରହିତାଦେଶ ଯୋଗୁଁ ଗତ ନଭେମ୍ବର ୧ ତାରିଖରେ କେବଳ ଭୋଟିଂ ହୋଇଥିଲା ।  ରହିତାଦେଶ ଭେକେଟ୍ ହେବା ପରେ ଆଜି ସ୍ଥାନୀୟ ସଦ୍ଭାବନା ଗୃହରେ ଗଣତି ହୋଇଥିଲା ।  ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୪୫ଟି ଓ ବିପକ୍ଷରେ ୭ଟି ଭୋଟ୍ ଯୋଗୁଁ ଶ୍ରୀ ଶବର ହାରି ଯାଇଛନ୍ତି ବୋଲି ଉପ ଜିଲ୍ଲାପାଳ ଶ୍ରୀ ତରଣିସେନ ନାଏକ ସୂଚନା ଦେଇଛନ୍ତି ।    

 

0
0
0
s2sdefault