ହେଡଲାଇନସ୍:

ଟ୍ରକରେ ପିଟିହେଲା ବଲେରୋ : ୨ ଅନ ଦି ସ୍ପଟ, ୭ ସିରିଅସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ବଲାଙ୍ଗୀର:( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ) :ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବଏରାସର୍ ନିକଟସ୍ଥ  ଏନ୍ ଏଚ୍ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ କୁ ଓଆର୍ 03 ଜି 4949 ଏକ ବୋଲେରୋ  ଧକ୍କା ଦେବା ଫଳ ରେ ଘଟଣାସ୍ଥଳରେ ଦୁଇ ଜଣ ମୃତ୍ୟୁ  ଘଟିଥିବା ବେଲେ 7ଜଣ ଗୁରୁତର ଆହାତ ହୋଇଛନ୍ତି | ମୃତକ ମଧ୍ୟରେ ଜଣେ ମହିଲା ଅଛନ୍ତି | ସକୁନ୍ତଲା ସାହୁ ଓ ତେଜ ବାଗ |  ଜଣକୁ ବୁର୍ଲା ରେଫର କରାଯାଇଥିବା ବେଲେ ଅନ୍ୟ ଜଣେ ବଲାଙ୍ଗିର ଭିମଭୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ସୂଚନା ମିଲିଛି |

ସମସ୍ତ ମୃତାହାତଙ୍କ ଘର ପାଟଣାଗଡ଼ ଥାନା ଅନ୍ତର୍ଗତ ଘୁମେର ଗାଁର। ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଗାଁର ୧୩ ଜଣ ମହିଳା ଓ ପୁରୁଷ ବୋଲେରୋରେ ପୁରୀ ଅଭିମୁଖେ ଯାଉଥିଲେ। ଏହି ସମୟରେ ବଇରାସ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁବୋଲେରୋଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ ହସ୍‌ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି।

0
0
0
s2sdefault